ଚାନ୍ଦିପୁରରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ବର: ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପରୀକ୍ଷଣ। ସକାଳ ୧୦ଟା ୧୯ ମିନିଟରେ ଚାନ୍ଦିପୁର ୩ ନମ୍ବର ଲଞ୍ଚ ପ୍ୟାଡରୁ ପରୀକ୍ଷଣ କରାଯାଇଛି। ବ୍ରହ୍ମୋସର ଲକ୍ଷଭେଦ କ୍ଷମତା ରହିଛି ୪୫୦ରୁ ୬୦୦ କିଲୋମିଟର। କ୍ଷେପଣାସ୍ତ୍ରର ଲମ୍ବ ୮ ଦଶମିକ ୪ ମିଟର ଥିବା ବେଳେ ମୋଟେଇ ୦ ଦଶମିକ ୬ ମିଟର। ଏହା ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଯେ କୌଣସି ଅଞ୍ଚଳକୁ ଟାର୍ଗେଟ କରିପାରିବ। ନଭେମ୍ବର ୨୦୦୬ ମସିହାରେ ବ୍ରହ୍ମୋସକୁ ଭାରତୀୟ ସେନାରେ ସାମିଲ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.