କଟକ ଜିଲ୍ଲା ନରସିଂହପୁର ଥାନା ପରିସରରେ ଛାଡ଼ଖାଇ ଉତ୍ସବ, ୭ଦିନ ଧରି ଚାଲିବ ମେଳା

କଟକ : ନରସିଂହପୁର ବ୍ଳକ୍ ଥାନା ପରିସରରେ ବେଶ୍‌ ଧୁମଧାମରେ ଚାଲିଛି ଛାଡ଼ଖାଇ ଯାତ୍ରା । ଥାନା ପରିସରରେ ଥିବା ତ୍ରିନାଥ ଠାକୁରଙ୍କର ୫୨ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଏହି ଯାତ୍ରା ଆୟୋଜନ କରାଯାଇଛି । ୭ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାର ବେଶ୍‌ ମଜା ନେଉଛନ୍ତି ଦର୍ଶକ।

ପ୍ରତିବର୍ଷ ନରସିଂହପୁର ବ୍ଳକ ଥାନା ପରିସରରେ ଥିବା ତ୍ରିନାଥ ଠାକୁରଙ୍କ ବାର୍ଷିକ ଉତ୍ସବ ଉପଲକ୍ଷେ ଏହି ଯାତ୍ରା ଆୟୋଜିତ ହୋଇଥାଏ । ଏହି ଯାତ୍ରା ୭ଦିନ ଧରି ଚାଲିବ। ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.