ରକ୍ତଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ

ଭୁବନେଶ୍ବର: ରକ୍ତଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ। ଆମ ମୁଖ୍ୟମନ୍ତ୍ରୀ, ଆମ କଥା କାର୍ଯ୍ୟକ୍ରମରେ ଏହି ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରକ୍ତଦାନ ପାଇଁ ଯୁବ ସମାଜକୁ ସେ ଏହି ଆହ୍ଵାନ ଦେଇଛନ୍ତି। ନବୀନ କହିଛନ୍ତି, ରକ୍ତ ଅଭାବରୁ କାହାକୁ ମରିବାକୁ ଦେବା ନାହିଁ। ଏନେଇ ସରକାର ସମ୍ପୂର୍ଣ୍ଣ ଯତ୍ନବାନ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.