ସଂସଦ ଭବନରେ ମୁଖ୍ୟମନ୍ତ୍ରୀ : ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗଦେଲେ ନବୀନ

ନୂଆଦିଲ୍ଲୀ : ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦ ଭବନରେ ପହଞ୍ଚି ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗଦେଇଛନ୍ତି । ଦଳୀୟ ସାଂସଦଙ୍କ ସହ ଆଲୋଚନା କରିଛନ୍ତି ନବୀନ । ପାର୍ଲାମେଣ୍ଟରେ ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗ ଉଠାଇବାକୁ ଦଳୀୟ ସାଂସଦଙ୍କୁ ପରାମର୍ଶ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସଂସଦ ପରିସରରେ ପହଞ୍ଚିବା ପରେ ବିଜେଡି ସାଂସଦ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭିତରକୁ ପାଛୋଟି ନେଇଥିଲେ । ସେହିପରି ନୀବନଙ୍କ ସହ ସାଂସଦ ମାନେ ଫଟୋସୁଟ କରିଥିଲେ । ତିନି ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.