୧୫ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟ ସଚିବାଳୟରେ ୬ଟି କ୍ଷେତ୍ରରେ ୧୫ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ମଧ୍ୟରେ ରହିଛି ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ସୂର୍ଯ୍ୟ ପ୍ରୋସେସ ଫୁଡ କମ୍ପାନୀ । ଏଥିପାଇଁ ରାଜ୍ୟ ସରକାର ୧୦ ଏକର ଜାଗା ଯୋଗାଇ ଦେଇଛନ୍ତି । ଏଥିରେ ୧୫୦ ମେଟ୍ରିକ ଟନ ଖାଦ୍ୟ ଉତ୍ପାଦନ ହେବା ସହ ୪୦୦ କର୍ମଚାର ରୋଜଗାର ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.