ଆସନ୍ତା ୧୯ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ଫଳ, ୧୧.୩୦ରେ ୱେବସାଇଟରେ ହେବ ଉପଲବ୍ଧ

ଆସନ୍ତା  ୧୯ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ  ଫଳ । ପୂର୍ବାହ୍ନ ୧୧.୩୦ ରେ ବାହାରିବ ବାଣିଜ୍ୟ ଫଳ । CHSE କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଫଳ ଘୋଷଣା ହେବ। ୱେବସାଇଟରେ ଫଳ ଦେଖିପାରିବେ ଛାତ୍ରଛାତ୍ରୀ । ଚଳିତବର୍ଷ ପ୍ରାୟ ୨୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଚଳିତ ମାସ ଶେଷ ଶେଷ ସୁଦ୍ଧା କଳା ରେଜଲ୍ଟ ବାହାରିବ । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।  CHSEର ଅଫିସିଆଲ ୱେବସାଇଟ୍ orissaresults.nic.inରେ ଛାତ୍ରଛାତ୍ରୀ ଫଳ ଦେଖିପାରିବେ।

Leave A Reply

Your email address will not be published.