ବିମାନ ବନ୍ଦରରେ ଓଲା ଓ ଉବର ଡ୍ରାଇଭରଙ୍କ ମଧ୍ୟରେ ଗଣ୍ଡଗୋଳ, ଷ୍ଟାଣ୍ଡରେ ବ୍ୟାପକ ଭଙ୍ଗାରୁଜା

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ଓଲା ଓ ଉବର ଡ୍ରାଇଭରଙ୍କ ମଧ୍ୟରେ ଗଣ୍ଡଗୋଳ । ବିମାନ ବନ୍ଦର ପରିସରରେ ଉତ୍ତେଜନା ଦେଖା ଦେଇଛି । ପ୍ରବଳ ହଟ୍ଟଗୋଳ ଯୋଗୁ ଉଭୟ ଗାଡି ଚାଳକ ଏୟାର ପୋର୍ଟ ଟ୍ୟାକ୍ସି ଷ୍ଟାଣ୍ଡର ଦୁଇ ଜଣଙ୍କୁ ମାଡ ମାରିବା ସହ ଭଙ୍ଗାରୁଜା କରିଛନ୍ତି । ଏନେଇ ଟ୍ୟାକ୍ସି ଷ୍ଟାଣ୍ଡ କର୍ମଚାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏପରି ଘଟଣାକୁ ନେଇ ଏୟାର ପୋର୍ଟ ଥାନା ଘେରାଉ ସହ ଆକ୍ରମଣକରୀଙ୍କୁ ଗିରଫ ଦାବି କରିଛନ୍ତି ଟ୍ୟାକ୍ସି କର୍ମଚାରୀ ।
ଆହୁରି ପଢନ୍ତୁ : କ୍ୟାମେରାମ୍ୟାନ ହୋଇ ବର ପକ୍ଷରୁ ବାହାଘରକୁ ଆସିଲେ, କନ୍ୟା ଘରୁ ବାଇକ ଚୋରି କରି ନେଇଗଲେ