ପିଲାଙ୍କ କଳିକୁ ନେଇ ତୁମୁଳକାଣ୍ଡ, ଘରୁ ଡାକି ନେଇ ଛାତ୍ର ଉପରକୁ କଲେ ଏସିଡ୍ ମାଡ଼

ଢେଙ୍କାନାଳ: ପିଲାଙ୍କ କଳିକୁ ନେଇ ତୁମୁଳକାଣ୍ଡ ପରେ ଛାତ୍ରଙ୍କୁ କଲେ ଏସିଡ୍ ମାଡ଼ । ଘରୁ ଡାକି ନେଇ ପଞ୍ଚମ ଶ୍ରେଣୀ ଛାତ୍ର ଉପରକୁ ଏସିଡ ମାଡ କରିଛି ଅନ୍ୟ ଏକ ଛାତ୍ର । ଗୁରୁତର ଅବସ୍ଥାରେ ଛାତ୍ର ଜଣକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ନୂଆ ଆଲୁତୁମା ଗାଁରେ ଏହି ଅଘଟଣ ଘଟିଛି । କେଉଁ କାରଣରୁ ଜଣେ ଛାତ୍ର ଅନ୍ୟ ଛାତ୍ର ଉପରେ ଏସିଡ ମାଡ କଲେ ତାହା ସ୍ପଷ୍ଟ ଭାବେ ପଡିନାହିଁ।

 

ଆହୁରି ପଢ଼ନ୍ତୁ :   ମୃତ ପୁଅ ପାଇଁ ନ୍ୟାୟ ମାଗୁଛି ମା’, କଣ ଏ ଅସହାୟ ମା’କୁ ନ୍ୟାୟ ମିଳିବନି ?