ଆଜି କେନ୍ଦ୍ରାପଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ଦ୍ରାପଡା (କେନ୍ୟୁଜ୍) : ଆଜି କେନ୍ଦ୍ରାପଡା ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରୋ ସ୍ଥିତ ସିଦ୍ଧ ମହାପୁରୁଷ ପଡ଼ିଆରେ ଆୟୋଜିତ ମିଶନ ଶକ୍ତି ମହିଳା ସମାବେଶରେ ଯୋଗ ଦେବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ସମାବେଶରେ କେନ୍ଦ୍ରାପଡା ଓ କଟକ ଜିଲ୍ଲାରୁ ସ୍ୱୟଂ ସହାୟକ ଗୋଷ୍ଠୀର ୧ଲକ୍ଷରୁ ଅଧିକ ମହିଳା ଯୋଗ ଦେବା କାର‌୍ୟ୍ୟକ୍ରମ ରହିଛି । ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରୋ ସ୍ଥିତ ସିଦ୍ଧ ମହାପୁରୁଷ ପଡ଼ିଆରେ ଆୟୋଜିତ ମିଶନ ଶକ୍ତି ମହିଳା ସମାବେଶରେ ଯୋଗ ଦେବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ସମାବେଶରେ କେନ୍ଦ୍ରାପଡା ଓ କଟକ ଜିଲ୍ଲାରୁ ସ୍ୱୟଂ ସହାୟକ ଗୋଷ୍ଠୀର ୧ଲକ୍ଷରୁ ଅଧିକ ମହିଳା ଯୋଗ ଦେବା କାର‌୍ୟ୍ୟକ୍ରମ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.