କୁଚିଣ୍ଡାରେ କଲେଜ ଛାତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ : ଅଭିଯୁକ୍ତ ଅଟକ

ସମ୍ବଲପୁର : କୁଚିଣ୍ଡାରେ କଲେଜ ଛାତ୍ରୀଙ୍କୁ ଆକ୍ରମଣ । ମହୁଲପାଲି କୁନ୍ତରା ମହାବିଦ୍ୟାଳୟର ଛାତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି । ଛାତ୍ରୀଙ୍କ ବେକରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କୁନ୍ତରା ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ କରିଥିବା ଅଭିଯୁକ୍ତକୁ ଅଟକ ରଖାଯାଇଛି ।

You might also like