ହାଇଡ୍ରା ମେସିନ୍ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଝାରସୁଗୁଡା(କେନ୍ୟୁଜ): ହାଇଡ୍ରା ମେସିନ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ । ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ କଲେଜ ଛାତ୍ରୀ ଲିଜା ଧୁରିଆଙ୍କୁ ଧକ୍କା ଦେଇଥିଲା ଗାଡି। ମୃତ ଛାତ୍ରୀ ଜଣକ ଜମିଦାର ପଡାର ଲିଜା ଧୁରିଆ ।

ଏହାପରେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଛନ୍ତି ।

Leave A Reply

Your email address will not be published.