ବାନ୍ଧବୀ ପ୍ରିୟଙ୍କାଙ୍କୁ ଜୀବନ ସାଥୀ କଲେ ହାସ୍ୟ ଅଭିନେତା ଗୁଡୁ

କେନ୍ୟୁଜ୍(ବ୍ୟୁରୋ):  ଗୁଡୁଙ୍କୁ ମିଳିଗଲା ଜୀବନ ସାଥୀ। ଦୀର୍ଘ ଦିନର ବାନ୍ଧବୀ ପ୍ରିୟଙ୍କାଙ୍କ ହାତ ଧରିଛନ୍ତି  ଓଲିଉଡ୍‌ ଇଣ୍ଡଷ୍ଟ୍ରୀର ଏହି ଜଣାଶୁଣା ହାସ୍ୟ ଅଭିନେତା ଗୁଡୁ।ସମ୍ପୂର୍ଣ୍ଣ କରୋନା କଟକଣା ମଧ୍ୟରେ ସେ ଆମ୍ଫୋଇ ସଂସ୍ଥା ମାଧ୍ୟମରେ ବିବାହ କରିଛନ୍ତି ।  କେବଳ କେତେକ ନିକଟତମ ବନ୍ଧୁ ହିଁ ତାଙ୍କ ବିବାହ ଉତ୍ସବରେ ଉପସ୍ଥିତ ରହି ଆଜି ସନ୍ଧ୍ୟାରେ ଏହି ବିବାହ କାର୍ଯ୍ୟ ସମାପନା ହୋଇଛି। ତାଙ୍କର ସୁଖମୟ ଦାମ୍ପତ୍ୟ ସହ ଦୀର୍ଘ ସୁସ୍ଥ ଜୀବନ କାମନା କରୁଛି କେନ୍ୟୁଜ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.