କଟକରେ ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୋଲିସ୍: ସାଇଲେନ୍ସର ମୋଡିଫିକେସନ ସୋ ରୁମ୍‌ରେ ଚଢାଉ

କଟକ(କେନ୍ଯୁଜ୍): ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୋଲିସ୍ । ଭୁବନେଶ୍ୱର ପରେ କଟକରେ କାର୍ଯ୍ୟାନୁଷ୍ଠାନ। ରାସ୍ତାରେ ବିକଟାଳ ଶଦ୍ଦ କରୁଥିବା ରୋଡ ରୋମିଓଙ୍କୁ ପାନେ ଦେବାକୁ ସ୍ୱତନ୍ତ୍ର ଯୋଜନା ।

ସାଇଲେନ୍ସର ମୋଡିଫିକେସନ ସୋ ରୁମ୍‌ରେ ଚଢାଉ କରିଛି କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍‌ । ୨୦ଟି ଦୁଇ ଚକିଆ ଯାନ ସହ ବିଭିନ୍ନ ଦୋକାନରୁ ୭୦ରୁ ଅଧିକ ସାଇଲେନ୍ସର ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.