ଖୋଲିବ ମୌଲାନା କୈଫି ଖାନ୍‌ର ଗୁମର, ୪ ଦିନିଆ ରିମାଣ୍ଡରେ ନେବ କମିଶନରେଟ୍‌ ପୋଲିସ

ଠକେଇ ଅଭିଯୋଗରେ ଗିରଫ ମୌଲାନା କୈଫି ଖାନ୍‌ଙ୍କୁ ରିମାଣ୍ଡରେ ନେବ କମିଶନରେଟ୍‌ ପୋଲିସ । ଏହି ସମୟରେ ଅନେକ ରହସ୍ୟ ଉପରୁ ପରଦା ହଟିବାରେ ସମ୍ଭାବନା ରହିଛି ।

କଟକ (କେନ୍ୟୁଜ): ରିମାଣ୍ଡରେ ଆସିବ ଠକ ତାନ୍ତ୍ରିକ। କୈଫି ଖାନକୁ ୪ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ ଦେଲେ ଅନୁମତି। ୫ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା ମଙ୍ଗଳାବାଗ ଥାନା ପୋଲିସ। ସିଟି ଜେ. ଏମ୍.ଏଫ.ସି କୋର୍ଟ ରେ ରିମାଣ୍ଡ ଆବେଦନ କରାଯାଇଥିଲା। ଠକେଇ ଅଭିଯୋଗରେ ଗିରଫ ମୌଲାନା କୈଫି ଖାନ୍‌ଙ୍କୁ ରିମାଣ୍ଡରେ ନେବ କମିଶନରେଟ୍‌ ପୋଲିସ । ଏହି ସମୟରେ ଅନେକ ରହସ୍ୟ ଉପରୁ ପରଦା ହଟିବାରେ ସମ୍ଭାବନା ରହିଛି ।

ଏବେ ମୌଲାନା ପୋଲିସ ହେପାଜତରେ ଥିବା ବେଳେ ଅଧିକ ତଥ୍ୟ ହାସଲ ପାଇଁ ପାଞ୍ଚଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା କମିଶନରେଟ୍‌ ପୋଲିସ । ହେଲେ ସିଟି ଜେଏମ୍‌ଏଫ୍‌ସି କୋର୍ଟ ପାଞ୍ଚଦିନିଆ ପରିବର୍ତ୍ତେ ୪ ଦିନିଆ ରିମାଣ୍ଡ ଅନୁମତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.