Categories: ରାଜ୍ୟ

ବ୍ୟାଙ୍କ ଠକେଇ ମାମଲାରେ ଭୂଷଣ କଂପାନୀ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ (କେନ୍ୟୁଜ୍) : ବ୍ୟାଙ୍କ ଠକେଇ ମାମଲାରେ ଭୂଷଣ କଂପାନୀ ବିରୋଧରେ ମାମଲା ରୁଜୁ । ଭୂଷଣ ପାୱାର ଓ ଷ୍ଟିଲ ଲିମିଟେଡ, ଏହାର ନିର୍ଦ୍ଦେଶକ ଓ ଅଜଣା ସହଯୋଗୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି ସିବିଆଇ। ସେଲ୍ କମ୍ପାନୀ ମାଧ୍ୟମରେ ବ୍ୟାଙ୍କରୁ ୨ ହଜାର ୩୪୮କୋଟି ଟଙ୍କା ହଡପ କରିଥିବା ଅଭିଯୋଗରେ ଦିନ ବ୍ୟାପୀ ଦେଶର ବିଭିନ୍ନ ସ୍ଥାନରେ ଭୂଷଣ କଂପାନୀରେ ଚଢଉ କରିଥିଲା ସିବିଆଇ। ଦିଲ୍ଲୀ-ଏନସିଆର, ଚଣ୍ଡିଗଡ଼, କୋଲକାତା ଓ ଓଡ଼ିଶାରେ ଭୂଷଣର ଥିବା ଆବାସିକ ଓ କାରଖାନାରେ ଚଢଉ ହୋଇଥିଲା। ୨୦୦୭ରୁ ୨୦୧୪ ମସିହା ମଧ୍ୟରେ ଦେଶର ୩୩ଟି ବ୍ୟାଙ୍କରୁ ପ୍ରାୟ ୪୭ହଜାର ୨୦୪ କୋଟି ଟଙ୍କା ଋଣ ନେଇଥିଲା ଭୂଷଣ ପାୱାର ଓ ଷ୍ଟିଲ ଲିମିଟେଡ। କିନ୍ତୁ କଂପାନୀ ଋଣ ସୁଝି ନପାରିବାରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏନପିଏ ଘୋଷଣା କରିଥିଲା। ଏନେଇ ସିବିଆଇ ମାମଲା ରୁଜୁ ସହ ଚଢ଼ାଉ କରିଛି ।

KNews Bureau

Recent Posts

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

43 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

46 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

1 hour ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago

କ୍ରିକେଟ୍‌ ଜଗତରେ ଶୋକର ଛାଇ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତ

ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…

1 hour ago

ପ୍ରତିଦିନ ଜଣେ ବ୍ୟକ୍ତି କେତେ ପରିମାଣର ଫାଇବର ଖାଇବା ଉଚିତ?

ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…

1 hour ago