ମନ୍ତ୍ରୀ ରମେଶ ମାଝୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣା, ତୀବ୍ର ନିନ୍ଦା କରିଛି ବିଜେଡି

ଉମରକୋଟ(କେନ୍ଯୁଜ୍) : ମନ୍ତ୍ରୀ ରମେଶ ମାଝୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେଡି। ନବରଙ୍ଗପୁର ଉମରକୋଟ ବ୍ଲକ ମୁଣ୍ଡିଗୁଡା ଗାଁକୁ ଯାଉଥିବା ବେଳେ ବାଟରେ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା।

bjdକଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଥିବା ଅଭିଯୋଗ ହୋଇଛି। ରମେଶ ମାଝିଙ୍କ ଲୋକପ୍ରିୟତାକୁ ସହିନପାରି  କଂଗ୍ରେସ ଅଣ୍ଡା ମାଡ଼ କରିଥିବା ଜିଲ୍ଲା ବିଜେଡି ତରଫରୁ କୁହାଯାଇଛି ।