Categories: ରାଜ୍ୟ

ରାଜ୍ୟ କଂଗ୍ରେସର ପ୍ରଥମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା, ଜାଣନ୍ତୁ କିଏ କେଉଁଠାରୁ

ଭୁବନେଶ୍ବର (କେନ୍ୟୁଜ୍) : ୨୦୧୯ ପାଇଁ ସଜବାବ । ପ୍ରସ୍ତୁତି ପଥେ ରାଜ୍ୟ କଂଗ୍ରେସ । ୪୪ ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରଛି ଦଳ । ୨୦ଜଣ ଦକ୍ଷିଣ, ୧୩ ଜଣ ଉପକୂଳ ଓ ପଶ୍ଚିମ ଓଡ଼ିଶାରୁ ୧୧ ଜଣ ପ୍ରାର୍ଥୀଙ୍କ ନାଁ ପ୍ରଦେଶ ନିର୍ବାଚନ କମିଟି ବା ପିଇସି ଚୂଡ଼ାନ୍ତ କରିଥିବା ଚର୍ଚ୍ଚା ହେଉଛି। ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଦଳ ଗୁରୁତ୍ୱ ଦେଉଛି । … ଜଗତସିଂହପୁର ପାଇଁ ଚିରଞ୍ଜୀବ ବିଶ୍ୱାଳ, କଟକ-ବାରବାଟୀ ପାଇଁ ମହମ୍ମଦ ମୋକିମ୍‌, କଟକ-ଚୌଦ୍ୱାର- ମାନସ ଚୌଧୁରୀ, ପ୍ରଫୁଲ୍ଲ ମାଝୀ- ତଳସରା, ତାରାପ୍ରସାଦ ବାହିନୀପତି-ଜୟପୁର, ସୁନ୍ଦରଗଡ଼-ଯୋଗେଶ ସିଂ, ସାଲେପୁର- ପ୍ରକାଶ ବେହେରା, ଆଳି- ଦେବେନ୍ଦ୍ର ଶର୍ମା, ବାଲିକୁଦା-ଏରସମା- ଲଲାଟେନ୍ଦୁ ମହାପାତ୍ର, ଡାବୁଗାଁ-ଭୂଜବଳ ମାଝୀ, ସତ୍ୟବାଦୀ- ପ୍ରସାଦ ହରିଚନ୍ଦନ, ଆନନ୍ଦପୁର-ଜୟଦେବ ଜେନା, ନିମାପଡ଼ା- ସତ୍ୟବ୍ରତ ପାତ୍ରଙ୍କ ନାଁ ଥିବା ସୂଚନା ମିଳିଛି । ସେହିପରି ରେଢାଖୋଲରୁ ଆସଫ ଅଲ୍ଲୀ ଖାଁ, ସୁକିନ୍ଦା-ଶରତ ରାଉତ, କେନ୍ଦ୍ରାପଡ଼ା- ଗଣେଶ୍ୱର ବେହେରା, ଭଣ୍ଡାରିପୋଖରୀ- ଅନନ୍ତ ସେଠୀ, ଲକ୍ଷ୍ମୀପୁର- କୈଳାସ କୁଲେସିକା, କୋଟପାଡ-ଚନ୍ଦ୍ରଶେଖର ମାଝୀ, ଗୁଣୁପୁର-ପୁରୁଷୋତ୍ତମ ଗମାଙ୍ଗ, ବିଷମକଟକ- ଡମ୍ବରୁଧର ଉଲାକା, ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ପାଇଁ ରାମଚନ୍ଦ୍ର କାଡ଼ାମ୍‌ଙ୍କ ନାଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଥିବା କୁହାଯାଉଛି । ସାନଖେମୁଣ୍ଡି ପାଇଁ ରମେଶ ଜେନା, ମୋହନା-ଦାଶରଥୀ ଗମାଙ୍ଗ, ଦିଗପହଣ୍ଡି-ଶାକା ସୁଜିତ୍‌, ବ୍ରହ୍ମପୁର- ଦୀପକ ପଟ୍ଟନାୟକ, କଣ୍ଟାବାଞ୍ଜି-ସନ୍ତୋଷ ସିଂ ସାଲୁଜା, ଟିଟିଲାଗଡ଼- ସୁରେନ୍ଦ୍ର ସିଂ ଭୋଇ, ଅନୁଗୁଳ- ବିପ୍ଲବ ଜେନା, ଅତାବିରା- ନିହାର ମହାନନ୍ଦବରଗଡ଼-ସାଧୁ ନେପାକ, ପଦ୍ମପୁର- ସତ୍ୟଭୂଷଣ ସାହୁ, ଆଠଗଡ଼- ଉମାବଲ୍ଲଭ ରଥ,  ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ପାଇଁ ରଶ୍ମି ମହାପାତ୍ର, କାକଟପୁର-ବିଶ୍ୱରଞ୍ଜନ ଦାସଙ୍କୁ କଂଗ୍ରେସ ପ୍ରାର୍ଥୀ କରିପାରେ । ଆଜି ରାଜ୍ୟ କଂଗ୍ରେସ ଭବନରେ ବସିଥିବା ପ୍ରଦେଶ ନିର୍ବାଚନ କମିଟି ବା ପିଇସି ଓ ସ୍କ୍ରିନିଂ କମିଟି ବୈଠକରେ ପ୍ରାର୍ଥୀ ତାଲିକା ନେଇ ଆଲୋଚନା କରାଯାଇଥିଲା । ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ଅନୁମୋଦନ ପାଇଁ ଏଆଇସିସିର ସେଣ୍ଟ୍ରାଲ ଇଲେକସନ୍‌ କମିଟିକୁ ପଠାଯିବ । ଏହାପରେ ଏଆଇସିସି ସ୍କ୍ରିନିଂ କମିଟି ଚୂଡ଼ାନ୍ତା ପ୍ରାର୍ଥୀ ତାଲିକା ଘୋଷଣା କରିବ ।

ସାନଖେମୁଣ୍ଡି ପାଇଁ ରମେଶ ଜେନା, ମୋହନା-ଦାଶରଥୀ ଗମାଙ୍ଗ, ଦିଗପହଣ୍ଡି-ଶାକା ସୁଜିତ୍‌, ବ୍ରହ୍ମପୁର- ଦୀପକ ପଟ୍ଟନାୟକ, କଣ୍ଟାବାଞ୍ଜି-ସନ୍ତୋଷ ସିଂ ସାଲୁଜା, ଟିଟିଲାଗଡ଼- ସୁରେନ୍ଦ୍ର ସିଂ ଭୋଇ, ଅନୁଗୁଳ- ବିପ୍ଲବ ଜେନା, ଅତାବିରା- ନିହାର ମହାନନ୍ଦବରଗଡ଼-ସାଧୁ ନେପାକ, ପଦ୍ମପୁର- ସତ୍ୟଭୂଷଣ ସାହୁ, ଛେଣ୍ଡିପଦା-ସସ୍ମିତା ବେହେରା, ସୋନପୁର-ଅଶୋକ ପୂଜାରୀ, ଆଠଗଡ଼- ଉମାବଲ୍ଲଭ ରଥ ଓ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ପାଇଁ ରଶ୍ମି ମହାପାତ୍ରଙ୍କ ନାଁରେ ମୋହର ମାରିଛି ପ୍ରଦେଶ ନିର୍ବାଚନ କମିଟି । ଆଜି ରାଜ୍ୟ କଂଗ୍ରେସ ଭବନରେ ବସିଥିବା ପ୍ରଦେଶ ନିର୍ବାଚନ କମିଟି ବା ପିଇସି ଓ ସ୍କ୍ରିନିଂ କମିଟି ବୈଠକରେ ଆଲୋଚନା ପରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରାଯାଇଛି । ଅନୁମୋଦନ ପାଇଁ ଏଆଇସିସିର ସେଣ୍ଟ୍ରାଲ ଇଲେକସନ୍‌ କମିଟିକୁ ଲିଷ୍ଟ ପଠାଯିବ । ଏହାପରେ ଏଆଇଲିଲି ସ୍କ୍ରିନିଂ କମିଟି ଚୂଡ଼ାନ୍ତା ପ୍ରାର୍ଥୀ ତାଲିକା ଘୋଷଣା କରିବ ।

KNews Bureau

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

11 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

20 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

28 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

45 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

60 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago