ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ
![bishnupada sethi](https://knewsodisha.com/wp-content/uploads/2024/12/bishnupada-sethi.jpg)
ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ । ବିକ୍ଷୋଭ ବେଳେ କଂଗ୍ରେସ-ପୋଲିସ ମୁହାଁମୁହିଁ । ବିକ୍ଷୋଭକାରୀମାନେ ଅଣ୍ଡା ଓ ଟମାଟୋ ମାଡ଼ କରିଛନ୍ତି । କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ବେଳେ ମହୁମାଛିଙ୍କ ଆକ୍ରମଣ ।
ବିକ୍ଷୋଭକାରୀ ଙ୍କ ସହ ପୋଲିସ ମଧ୍ୟ ମହୁମାଛି ଆକ୍ରମଣରେ ନୟାନ୍ତ ହୋଇଛନ୍ତି । ଗଣମାଧ୍ୟମ ପ୍ରତିନିଧି ମଧ୍ୟ ବାଦ୍ ପଡିନାହନ୍ତି । ମହୁମାଛିଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ରାସ୍ତା ଉପରେ ଶୋଇ ପଡିଲେ ସମସ୍ତେ। ବିକ୍ଷୋଭ ବେଳେ ଅଣ୍ଡା ଓ ଟମାଟୋ ମାଡ଼ ହୋଇଛି ।