ତେଲ ଦର ବୃଦ୍ଧି ନେଇ କଂଗ୍ରେସ ମଧ୍ୟ କରିବ ପ୍ରତିବାଦ : ଭାରତ ବନ୍ଦ ଡାକରା ଦେଇଛି ଦଳ

ଭୁବନେଶ୍ବର (କେନ୍ଯୁଜ୍) : ତେଲ ଦର ବୃଦ୍ଧି ନେଇ କଂଗ୍ରେସ ମଧ୍ୟ କରିବ ପ୍ରତିବାଦ । ଭାରତ ବନ୍ଦ ଡାକରା ଦେଇଛି ଦଳ । ଆସନ୍ତା ୧୦ ତାରିଖରେ ଭାରତ ବନ୍ଦ କରିବାକୁ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ବନ୍ଦକୁ ସଫଳ କରିବାକୁ ଅନ୍ୟ ବିରୋଧୀ ଦଳ ସମେତ ବିଭିନ୍ନ ସଙ୍ଗଠନକୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି । ଗତ ୧୨ ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ ବଢି ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.