ରାଜ୍ୟ

ବସ ରହଣିକୁ ନେଇ ଦ୍ୱନ୍ଦ୍ୱ, ଉପଜିଲ୍ଲାପାଳ ଡାକିଲେ ଜରୁରୀ ବୈଠକ

ଆନନ୍ଦପୁର(କେନ୍ୟୁଜ୍): ବସ ରହଣିକୁ ନେଇ ଦ୍ୱନ୍ଦ୍ୱ । ଉପଜିଲ୍ଲାପାଳ ଡାକିଲେ ଜରୁରୀ ବୈଠକ । ଆନନ୍ଦପୁରରୁ ଘଷିପୁରା ବସଷ୍ଟାଣ୍ଡ ଯିବାକୁ ବସ ଗୁଡିକୁ ମିଳିଛି ୭ ମିନିଟ୍‌ର ସମୟ । ନିୟମରେ ଖିଲାଫ ହେଲେ ପରିବହନ ବିଭାଗ ତରଫରୁ ପରିମିଟ ରଦ୍ଦ ଚେତାବନୀ ସହ ଫାଇନ୍‌ କଟୁଛି। ଏହି ସମସ୍ୟା ଯୋଗୁ ବସ ମାଲିକ ସଂଘ ବସ୍‌ ଗୁଡିକୁ ଆନନ୍ଦପୁର ବସଷ୍ଟାଣ୍ଡ ନଯାଇ ବ୍ରିଜ୍‌ ଛକରୁ ଘଷିପୁରା ବସଷ୍ଟାଣ୍ଡ ଯିବାକୁ ପରିବହନ ବିଭାଗ ନିକଟରେ ଦାବି ହୋଇଥିଲା ।

ସମସ୍ୟାକୁ ନେଇ ପରିବହନ ବିଭାଗ ନିର୍ଦ୍ଦେଶରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ସଭାଗୃହରେ ଆଲୋଚନା ହୋଇଛି । ଉପଜିଲ୍ଲାପାଳ ଅଧ୍ୟକ୍ଷତାରେ ହୋଇଥିବା ଏହି ଆଲୋଚନାରେ ବସ ମାଲିକ ସଂଘ, ଓକିଲ ସଂଘ, ସାଧାରଣ ନାଗରିକ, ବୁଦ୍ଧିଜୀବୀ ଓ ଉପଖଣ୍ଡ ସ୍ତରୀୟ ପଦାଧିକାରୀମାନେ ଯୋଗଦେଇଥିଲେ । ଆଲୋଚନାରେ ବସ ଗୁଡିକର ରହଣି ବ୍ରିଜ୍‌ ଛକ ପରିବର୍ତ୍ତେ ଆନନ୍ଦପୁର ବସ ଷ୍ଟାଣ୍ଡ ହେବା ସହ ଦୂରତା ଓ ଟ୍ରାଫିକ୍‌ ସମସ୍ୟାକୁ ଦୃଷ୍ଟିରେ ରଖି ସମୟ ୭ ମିନିଟ ପରିବର୍ତ୍ତେ ୧୨ ମିନିଟ୍‌ କରିବାକୁ ମତ ପ୍ରକାଶ ପାଇଛି ।

 

Sasmita

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

5 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

15 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

24 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

39 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

48 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

57 mins ago