ରାଜ୍ୟ

ଯୋରନ୍ଦା ମେଳା ପାଇଁ କରୋନା କଟକଣା: କୋଭିଡ୍‌ ନେଗେଟିଭ୍‌ ଥିବା କେବଳ ଢେଙ୍କାନାଳ ଜିଲ୍ଲାର ସାଧୁସନ୍ଥଙ୍କୁ ମିଳିବ ଅନୁମତି

ଢେଙ୍କାନାଳ: କରୋନା ସଂକ୍ରମଣ ବଢିବା ଆଶଙ୍କାରେ ଢେଙ୍କାନାଳ ଯୋରନ୍ଦା ମେଳା ପାଇଁ କଟକଣା । ଯୋରନ୍ଦା ମେଳାକୁ କେବଳ କୋଭିଡ୍‌ ନେଗେଟିଭ୍‌ ଥିବା ଢେଙ୍କାନାଳ ଜିଲ୍ଲାର ସାଧୁସନ୍ଥଙ୍କୁ ଅନୁମତି ମିଳିବ । ସାଧାରଣ ଲୋକ, ଜିଲ୍ଲା ଓ ରାଜ୍ୟ ବାହାରୁ ଆସୁଥିବା ସାଧୁସନ୍ଥଙ୍କୁ ବାରଣ କରାଯାଇଛି । ଯୋରନ୍ଦା ମେଳାରେ ବହୁ ଲୋକଙ୍କ ସମାଗମ ହେଲେ ଜିଲ୍ଲାରେ କରୋନା ବ୍ୟାପିବା ସମ୍ଭାବନା ରହିଛି ।

କରୋନା ସଂକ୍ରମଣକୁ ରୋକିବା ପାଇଁ ଯୋରନ୍ଦା ମେଳାରେ କେବଳ ରୀତିନୀତି ପାଳନ କରାଯିବ । ଗାଦି ମନ୍ଦିରରେ ଝାଡ ଜଳିବା ସମୟରେ ସାମାଜିକ ଦୂରତା ପାଳନ କରାଯିବ । ମନ୍ଦିର ମଧ୍ୟରୁ ଏକାଥରେ ସର୍ବାଧିକ ୫୦ ଜଣଙ୍କୁ ୧୦ ମିନିଟ୍‌ ପାଇଁ ମନ୍ଦିର ବେଢା ଭିତରେ ରହିବାକୁ ଅନୁମତି ଦିଆଯିବ । ସମସ୍ତ ସାଧୁସନ୍ଥ ମାସ୍କ ପିନ୍ଧି, ନେଗେଟିଭ୍‌ ରିପୋର୍ଟ ଦେଖାଇ ସାମାଜିକ ଦୂରତା ପାଳନ କରି ଯୋରନ୍ଦା ମେଳା ପରିସରକୁ ପ୍ରବେଶ କରିପାରିବେ ।

Sonalisa

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

17 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

20 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

24 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

36 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

53 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago