କାଠଯୋଡୀ ନଦୀକୁ ଡେଇଁଲେ ଦମ୍ପତି, ଉଦ୍ଧାର କାର୍ଯ୍ୟ ଜାରି

କଟକ : ଆଜି ପୁଣି କାଠଯୋଡୀକୁ ଡେଇଁଛନ୍ତି ଦୁଇ ଜଣ । ଉଭୟ ସ୍ୱାମୀ-ସ୍ତ୍ରୀ ବୋଲି ଜଣାପଡିଛି । ବାରଙ୍ଗ ନିକଟସ୍ଥ ନେତାଜୀ ସୁବାସ େ ବାଷ ସେତୁରୁ କାଠଯୋଡୀ ନଦୀକୁ ଡେଇଁଛନ୍ତି । ତେବେ ନଦୀକୁ ଡେଇଁବାର କାରଣ ଜଣାପଡିନାହିଁ । ପୋଲ ଉପରେ ନିଜର ଆଧାର କାର୍ଡ, ଚପଲ ଓ ମୋବାଇଲ ରଖି ନଦୀକୁ ଡେଇଁଥିବା ଜଣାଯାଇଛି ।  ଦମ୍ପତିଙ୍କ ଘର ବାଙ୍କୀ ଅଞ୍ଚଳରେ । ଭଉୟଙ୍କ ପରିଚୟ ବର୍ଷା ଲେଙ୍କା ଓ ପ୍ରଦ୍ୟୁମ୍ନ ଲେଙ୍କା ବୋଲ ି ଜଣାପଡିଛି । ଖବର ପାଇଁ ବାରଙ୍ଗ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.