ବାଇକକୁ ଧକ୍କା ଦେଲା ହାଇବା ଟ୍ରକ, ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ

ତାଳଚେର କଣ୍ଡାଳ ପେଟ୍ରୋଲପମ୍ପ ନିକଟରେ ବାଇକକୁ ଧକ୍କା ଦେଲା ହାଇବା ଟ୍ରକ । ଘଟଣା ସ୍ଥଳରେ ସ୍ୱାମୀ ,ସ୍ତ୍ରୀଙ୍କ ମୃତ୍ୟୁ । ତାଳଚେରରରୁ ମାର୍କେଟିଙ୍ଗ ସାରି ସମଲ ଅଞ୍ଚଳକୁ ଫେରୁଥିବା ସମୟରେ ତେଲ ପକାଇବାକୁ ପେଟ୍ରୋଲ ପମ୍ପକୁ ଯାଉଥିବା ବେଳେ ଧକ୍କା ଦେଇଥିଲା ହାଇବା ଟ୍ରକ ।