ଘର ଭିତରୁ ସ୍ବାମୀ ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର, ତଦନ୍ତ କରୁଛି ପୋଲିସ

କଣ୍ଟାବାଞ୍ଝି :  ଘର ଭିତରୁ ସ୍ବାମୀ ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର। ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ଗାଁରେ ଘର ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଗୁଡିଘାଟ ଗାଁର ପ୍ରେମରାଜ ମାଝୀ ଓ ସ୍ତ୍ରୀ ଭାନୁମତି ମାଝୀ। ୨୦୧୯ ରେ ବିବାହ କରିଥିଲେ । ମୃତ୍ୟୁ କେମିତି ହେଲା ସ୍ପଷ୍ଟ ହୋଇନି। ଆତ୍ମହତ୍ୟା ନା ହତ୍ୟା ତଦନ୍ତ କରୁଛି ମୁରିବାହାଲ ପୋଲିସ ।