ରାଜ୍ୟରେ ୧୭ ଶହ ୧୨ କରୋନା ପଜିଟିଭ୍‌ ଚିହ୍ନଟ, ୨୨ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ୧୭ ଶହ ୧୨ କରୋନା ପଜିଟିଭ୍‌ ଚିହ୍ନଟ । ଆଜି ଆଉ ୨୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ମୋଟ ପଜିଟିଭ୍‌ ରେଟ୍‌ ରହିଛି ୨.୫୯ ପ୍ରତିଶତ । ଖୋର୍ଦ୍ଧାରୁ ସର୍ବାଧିକ ୨୫୭ କେସ୍‌ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୧୪୭, କୋରାପୁଟରୁ ୧୧୮, କଟକରୁ ୧୦୪ ନୂଆ କେସ୍‌ ରହିଛି । ୨୪ ଘଣ୍ଟାରେ ୬୬ ହଜାର ୨୧ ନମୁନା ପରୀକ୍ଷା ହୋଇଛି ।

ଆକ୍ଟିଭ୍‌ କେସ୍‌ ରହିଛି ୧୭ ହଜାର ୬୪୭ । ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୧୨ ଲକ୍ଷ ୭୧ ହଜାର ୫୨୩କୁ ବୃଦ୍ଧି ପାଇଛି । ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ୩୨୩ ପଜିଟିଭ୍‌ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.