ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ଚାଲିଛି କୋଭିଡ ଟେଷ୍ଟ, ସବୁ ସଦସ୍ୟଙ୍କର ହେବ ଆଣ୍ଟିବଡି ପରୀକ୍ଷା

ଭୁବନେଶ୍ବର(କେନ୍ଯୁଜ୍): ବିଧାନସଭା ଶୀତ ଅଧିବେଶନ ପୂର୍ବରୁ କୋଭିଡ ଟେଷ୍ଟ। ବିଧାନସଭା ସଦସ୍ୟଙ୍କ ସହ ସବୁ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ RTPCR ଟେଷ୍ଟ କରାଯାଉଛି। ସବୁ ସଦସ୍ୟଙ୍କର ଆଣ୍ଟିବଡି ପରୀକ୍ଷା ମଧ୍ୟ କରାଯିବ।

ଏଥିପାଇଁ ବିଧାନସଭା ପରିସରରେ ୨ଟି ପୃଥକ ପୃଥକ ସ୍ଥାନରେ ୨ଟି କ୍ୟାମ୍ପ କରାଯାଇଛି। ୩ ଦିନ ଧରି କୋଭିଡ ଟେଷ୍ଟ କରାଯିବ । ଡିସେମ୍ବର ୧ରୁ ଆରମ୍ଭ ହେବ ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୧ ତାରିଖ ଯାଏ ଚାଲିବ ଅଧିବେଶନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.