୮୦ ଲକ୍ଷ ଟଙ୍କା ଇନଭେଷ୍ଟମେଣ୍ଟ ଫ୍ରଡର ପର୍ଦ୍ଦା ଫାସ, ୬ ଗିରଫ

ଭୁବନେଶ୍ୱର  : ୮୦ ଲକ୍ଷ ଟଙ୍କା ଇନଭେଷ୍ଟମେଣ୍ଟ ଫ୍ରଡର ପର୍ଦ୍ଦା ଫାସ କରିଛି କ୍ରାଇମ୍ ବ୍ରାଞ୍ଚ । ଏହି ମାମଲାରେ ତାମିଲନାଡୁ ଓ ଗୁଜୁରାଟରୁ ୬ ଜଣଙ୍କୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ । ଭୁବନେଶ୍ୱରର ଜଣେ ବ୍ୟକ୍ତି ଇନଭେଷ୍ଟମେଣ୍ଟ ୱେବସାଇଟରୁ ଦେଖି ୮୦ ଲକ୍ଷ ଟଙ୍କା ଜମା କରିଥିଲେ । ଜାନୁଆରୀ 2024 ରେ ଏହି ଠକେଇ ହୋଇଥିଲା । ଏନେଇ କ୍ରାଇମ୍ ବ୍ରାଞ୍ଚରେ ମାମଲା ରୁଜୁ ପରେ ସଫଳତା ମିଳିଛି । ଅଭିଯୁକ୍ତଙ୍କ ଠାରୁ ମୋବାଇଲ, ଲାପ୍ ଟପ୍ ଓ ଅନ୍ୟ ଡିଜିଟାଲ ପ୍ରମାଣ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.