ବ୍ରହ୍ମପୁର (କେ ନ୍ୟୁଜ୍) : ଗଂଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡର ଦିଗପହଣ୍ଡି ରେଞ୍ଜ ଅନ୍ତର୍ଗତ ଘୋଡାହାଡ ଡ୍ୟାମ୍ ରେ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଜଳ ଭଣ୍ଡାର ଓ ନିକଟସ୍ଥ ଦଶଗୋଟି ଜଳାଶୟରେ ମଗର ଜାତିର କୁମ୍ଭୀର ଅଛନ୍ତି । ୨୦୨୦ ଗଣନା ଅନୁସାରେ ୪୪ଟି ଜଳ ଭଣ୍ଡାର ଓ ପୋଖରୀରେ ୨୧ଟି କୁମ୍ଭୀର ଅଛନ୍ତି ।
ଗତ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ହେଉଥିବା ଏହି ଗଣନା କାର୍ଯ୍ୟରେ ୨୦ଟି ଟିମ୍ ସାମିଲ୍ ହୋଇଛନ୍ତି ।
ଏହି ଅଞ୍ଚଳର ନଦୀ ଓ ଜଳ ଭଣ୍ଡାରରେ ବହୁ ବର୍ଷ ପୂର୍ବରୁ କୁମ୍ଭୀର ଦେଖିବାକୁ ମିଳିଥିଲେ । ଏହାପରେ ୨୦୦୮ ମସିହାରୁ ୟୁଏନ୍ଡିପି ଯୋଜନାରେ ସାମିଲ୍ କରାଯାଇ କୁମ୍ଭୀର ଗଣନା କାର୍ଯ୍ୟ କରାଯାଉଥିବା କହିଛନ୍ତି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…