ମହାନଦୀକୁ କେଉଁଠୁ ଆସିଲା ଏ କୁମ୍ଭୀର ?

କଟକ (କେନ୍ୟୁଜ୍‌) : କଟକ ମହାନଦୀରେ କୁମ୍ଭୀର ଆତଙ୍କ। ବାରଙ୍ଗ-ତ୍ରିଶୂଳିଆ ରାସ୍ତାର ମଧୁସୂଦନ ସେତୁ ନିକଟରୁ ମହାନଦୀରେ ଭାସୁଥିବା ଏହି କୁମ୍ଭୀରଟିକୁ ଲୋକେ ଦେଖିବା ପରେ ଚାରିଆଡ଼େ ଚର୍ଚ୍ଚା ଖେଳି ଯାଛି । କୁମ୍ଭୀରକୁ ଦେଖିବା ପାଇଁ ପୋଲ ଉପରେ ଶହ ଶହ ଲୋକ ରୁଣ୍ଡ ହେଉଛନ୍ତି। କୁମ୍ଭୀରଟି କିଭଳି ଭାବେ ଭାସି ଭାସି ଆସି ଏଠାରେ ଲାଗିଛି ତାହା ଜଣାପଡ଼ି ନାହିଁ । ଯାହା ସୂଚନା ମିଳୁଛି ଆସନ୍ତାକାଲି ନନ୍ଦନକାନନ ଓ ବନ ବିଭାଗ ଟିମ ଟ୍ରାଙ୍କୁଲାଇଜ କରି କୁମ୍ଭୀରଟିକୁ ଉଦ୍ଧାର କରିବେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.