ବନ୍ୟା ପାଣିରେ ବୁଲୁଛି କୁମ୍ଭୀର, ଲୋକେ ଆତଙ୍କିତ

ବୌଦ୍ଧ(କେନ୍ୟୁଜ୍): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ବନ୍ଯା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଲୋକେ ବନ୍ଯା ପରିସ୍ଥିତି ମୁକାବିଲା କରୁଥିବା ବେଳେ କୁମ୍ଭୀର ଆତଙ୍କ ଲୋକଙ୍କୁ ଅଧିକ ଭୟଭୀତ କରିଛି ।

ଆଜି ମହାନଦୀ ବନ୍ଯାରେ ରାମଗଡ଼ ମହାନଦୀ କୂଳରେ ଏକ କୁମ୍ଭୀର ଯାଉଥିବାର ସ୍ଥାନୀୟ ବାସିନ୍ଦା ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପ୍ରବଳ ବର୍ଷା ସାଙ୍ଗକୁ ମହାନଦୀ ଜଳସ୍ତର ବଢୁଛି । ଏପଟେ କୁମ୍ଭୀରମାନଙ୍କ ଘରମୁହାଁ ନେଇ ଭୟଭୀତ ଅଛନ୍ତି ଲୋକେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.