କଟକ କାଠଯୋଡ଼ି ନଦୀରେ କୁମ୍ଭୀର, ଲୋକଙ୍କ ମଧ୍ୟରେ ଭୟ-ଆତଙ୍କ

କଟକ : କାଠଯୋଡି ନଦୀ ପଠାରେ କୁମ୍ଭୀର । କୁମ୍ଭୀରକୁ ଦେଖିବାକୁ ପୋଲ ଉପରେ ଲାଗିଛି ଭିଡ଼ । ଶହ ଶହ ଗାଡ଼ିମୋଟରରେ ଲୋକେ ଆସୁଛନ୍ତି କୁମ୍ଭୀର ଦେଖିବା ପାଇଁ । ସୁବାସ ବୋଷ ସେତୁ ତଳ ନଦୀ ଜଳରେ ବୁଲୁଛି କୁମ୍ଭୀର। ଏହା ଏକ ଥଣ୍ଟିଆ କୁମ୍ଭୀର ବୋଲି ଦେଖାଯାଇଛି । ବେଶ କିଛି ଦିନ ତଳେ ମଧ୍ୟ ଏହାକୁ ଲୋକେ ସେଠାରେ ଦେଖିଥିଲେ । ନଦୀ ପାଖିଆ ଲୋକଙ୍କ ମନରେ କୁମ୍ଭୀରକୁ ନେଇ ଭୟ ଓ ଆତଙ୍କ ଖେଳିଯାଇଛି । ତେବେ ଏହା ଏକ ଥଣ୍ଟିଆ କୁମ୍ଭୀର ହୋଇଥିବାରୁ ସେତେ ବିପ ଦଜନକ ନୁହେଁ ବୋଲି ଡିଏଫଓ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.