୪ ଏକର ଧାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଗୋପ (କେନ୍ୟୁଜ୍) : ୪ ଏକର ଧାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ପୁରୀ ଜିଲ୍ଲା ଗୋପ ବ୍ଲକ ନାହିଟି ଗାଁରେ ଗତକାଲି ରାତିରେ ଏହି ଘଟଣା ଘଟିଛି । ଗାଁର ପବିତ୍ର ପ୍ରଧାନ, ବିଦୁ ଭୂଷଣ ପ୍ରଧାନ ଓ ଧ୍ରୁବ ଚରଣ ପ୍ରଧାନଙ୍କ ପ୍ରାୟ ୪ ଏକର ଜମି ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ଗୋପ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

You might also like