ଗୁଳି ନେଲା ଜୀବନ: ମାନସିକ ଦୁଶ୍ଚିନ୍ତା ପାଇଁ ଆତ୍ମହତ୍ୟା କଲେ ଠିକାଦାର

କଟକ : ଦେଶ ଦୁନିଆ ବଢ଼ିବା ସହ ମାନସିକ ଚାପ ମଧ୍ୟ ବଢ଼ିବାରେ ଲାଗିଛି । ଲୋକ ଚିନ୍ତାକୁ ସହ୍ଯ କରି ନପାରି ବିଭିନ୍ନ ପ୍ରକାରର ଚରମ ନିଷ୍ପତି ନେଉଛନ୍ତି । ସେହିଭଳି ଏକ ଘଟଣା କଟକ କଲ୍ୟାଣାନଗରରେ ଦେଖିବାକୁ ମିଳିଛି। ନିଜ ରିଭଲଭରରୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି ଠିକାଦାର ବିଶ୍ୱଜିତ ସିଂହ। କିଛିଦିନ ହେବ ଠିକାଦାର ଜଣକ ମାନସିକ ଦୁଶ୍ଚିନ୍ତାରେ ଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାଟିର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.