କଟକ ବାଦାମବାଡିରେ ଥିବା ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ

କଟକ(କେନ୍ଯୁଜ୍): ଆପାର୍ଟମେଣ୍ଟରେ ନିଆଁ। କଟକ ବାଦାମବାଡିରେ ଥିବା ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଛି। ତୃତୀୟ ମହଲାରେ ଲାଗିଛି ନିଆଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।