ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ କଟକ ସ୍ୱତନ୍ତ୍ର ପୋସ୍କୋ କୋର୍ଟ

କଟକ: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କାର ଜରିମନା ।  ଦଣ୍ଡାଦେଶ ଶୁଣାଇଲେ କଟକ ସ୍ୱତନ୍ତ୍ର ପୋସ୍କୋ କୋର୍ଟ।  ଦୁଷ୍କର୍ମକାରୀ ମନୋଜ କୁମାର ନାୟକ ଅଦାଲତରେ ଦୋଷୀ ସାବ୍ୟସ୍ତ ।  ପୀଡିତା ନାବାଳିକାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦେଶ ।

ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ କ୍ଷତିପୂରଣ ଦିଆଯିବ ।  ୨୦୨୩ ଅକ୍ଟୋବର ମାସରେ ଘଟିଥିଲା ଏହି ଦୁଷ୍କର୍ମ ଘଟଣା ।  ନାବାଳିକାକୁ ଦୁଷ୍କର୍ମ ନେଇ ବାରଙ୍ଗ ଥାନାରେ ହୋଇଥିଲା ଅଭିଯୋଗ ।

Also read:ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ ଜେଲଦଣ୍ଡ

 

You might also like