ବାତ୍ୟା ‘ତିତ୍‌ଲି’ରେ ଗଜପତି ଜିଲ୍ଲାରେ ଅଧିକ କ୍ଷୟକ୍ଷତି : ଏସଆରସି

ଗଜପତି(କେନ୍ଯୁଜ୍) : ବାତ୍ୟା ତିତ୍‌ଲିରେ ଗଜପତି ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି। ଗଞ୍ଜାମ,ଗଜପତି,ପୁରୀ,ଜଗତସିଂହପୁର,ଖୋର୍ଦ୍ଧା ପ୍ରଭାବିତ ହୋଇଥିବା ସ୍ୱତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ପାରଳାଖେମୁଣ୍ଡି,କାଶୀନଗର,ମୋହନାରେ ମଧ୍ୟ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି।

gajapatiସନ୍ଧ୍ୟା ଯାଏ ପବନ ଓ ବର୍ଷା ଜାରି ରହିବା ଆଶଙ୍କା ରହିଥିବା ଏସଆରସି ସୂଚନା ଦେଇଛନ୍ତି। ଘର ଭାଙ୍ଗିବା ସହ  ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଗଞ୍ଜାମରେ ଚାଳଘର, ଆଜବେଷ୍ଟସ ଘର ଉଡିଯାଇଛି। ତେବେ କୌଣସି ନଦୀରେ ବନ୍ୟା ପରିସ୍ଥିତି ନଥିବା ଏସଆରସି ସୂଚନା ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.