ଦାରିଙ୍ଗିବାଡ଼ି ପୂର୍ବତନ ୱେଲଫେୟାର ଏକ୍ସଟେନସନ ଅଫିସର ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ

ଦାରିଙ୍ଗିବାଡ଼ି ପୂର୍ବତନ ୱେଲଫେୟାର ଏକ୍ସଟେନସନ ଅଫିସର ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ। ଏବେ ନିମାପଡା ୱେଲଫେୟାର ଏକ୍ସଟେନସନ ଅଫିସର ଅଛନ୍ତି ଦୋଷୀ ସାବ୍ୟସ୍ତ ରଂଜନ ଜେନା। ୪ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ। ନିର୍ଦ୍ଦେଶ ଦେଲେ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ। ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ। ରଞ୍ଜନ ଜେନଙ୍କୁ ଚାକିରୀରୁ ବହିଷ୍କାର କରିବା ପାଇଁ ଲେଖିବ ଭିଜିଲାନ୍ସ।