ଦାରିଙ୍ଗବାଡ଼ି : ମାଓ ହିଂସାରେ ସଂପୃକ୍ତି ଅଭିଯୋଗରେ ଜଣେ ଗିରଫ

ଦାରିଙ୍ଗବାଡ଼ି(କେନ୍ଯୁଜ୍) : ମାଓ ହିଂସାରେ ସଂପୃକ୍ତି ଅଭିଯୋଗରେ ଫେରାର ଓ୍ଵାରେଣ୍ଟିକୁ ଦାରିଙ୍ଗବାଡ଼ି ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଶ୍ରାମବାଡି ଗାଁର ତ୍ରିଲୋଚନ ନାୟକ । ସେ ୨୦୧୧ ମସିହାରୁ ଅନେକ ମାଓ ହିଂସାରେ ସଂପୃକ୍ତ ଥିଲା । ଦାରିଙ୍ଗବାଡ଼ି ଭ୍ରମରବାଡ଼ିର ଜଣେ ବ୍ୟବସାୟୀଙ୍କୁ ହତ୍ୟା, ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣ ଭଳି ସଂଗୀନ ମାମଲାରେ ସେ ସଂପୃକ୍ତ ଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.