ପୁଅକୁ ବାପାର ଅପହରଣ, ଶ୍ୱଶୁରଙ୍କ ନାଁରେ ଏଭଳି ଅଭିଯୋଗ ଆଣିଲେ ବୋହୂ

ଅନୁଗୁଳ(କେନ୍ୟୁଜ୍): ପୁଅକୁ ବାପାର ଅପହରଣ । ଶ୍ୱଶୁରଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୂ । ଅନୁଗୁଳ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସମଲ ଥାନା ଅଞ୍ଚଳର ଜଣେ ଯୁବତୀ ଧୋବାପାଳ ଗାଁର ମାଧବ ଚନ୍ଦ୍ର ପ୍ରଧାନଙ୍କ ଏକମାତ୍ର ପୁଅ ପ୍ରଦ୍ୟୁମ୍ନ ପ୍ରଧାନକୁ ପ୍ରେମ ବିବାହ କରିଥିଲେ । ହେଲେ ପ୍ରେମ ବିବାହକୁ ବିରୋଦ୍ଧ କରୁଥିଲେ ମାଧବ । ଏନେଇ ପ୍ରଦ୍ୟୁମ୍ନ ନବ ବିବାହିତ ପତ୍ନୀକୁ ଅନୁଗୁଳରେ ଏକ ଭଡ଼ା ଘର ନେଇ ରହୁଥିଲେ । ହେଲେ ବାପା-ପୁଅ ମଧ୍ୟରେ ଆଲୋଚନା କରି ସମାଧାନ ପାଇଁ ଅନୁଗୁଳ ତାମ୍ରିତ ସ୍ଥିତ ବିଶ୍ୱ ମାନବଧିକାର ସୁରକ୍ଷା ସଂଗଠନ ସଭାପତିଙ୍କ ପାଖକୁ ଯାଇ ଆଉ ଫେରିନାହାଁନ୍ତି । ଏନେଇ ଅନୁଗୁଳ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ମହିଳା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.