ମାର ମୃତ୍ୟୁ ପରେ କାନ୍ଧ ଦେଲେ ୬ ବିବାହିତା ଝିଅ, ପାଖ ମାଡିଲାନି ପୁଅ

ସମ୍ବଲପୁର(କେନ୍ଯୁଜ୍): ମାର ମୃତ୍ୟୁ ପରେ କାନ୍ଧ ଦେଲେ ଝିଅ । ମାର ମୃତ୍ୟୁ ପରେ ପାଖ ମାଡିଲାନି ପୁଅ । ମୃତଦେହକୁ କାନ୍ଧ ଦେବା ସହ ମୁଖାଗ୍ନି ଦେଇଛନ୍ତି ୬ ବିବାହିତା ଝିଅ । ସମ୍ବଲପୁର ନିବାସୀ ଶ୍ରୀମତୀ ସାହୁଙ୍କ ମୃତ୍ୟୁ ହେବା ପରେ ଶେଷ ଦର୍ଶ ତଥା ମୁଖାଗ୍ନି ଦେବାକୁ ପୁଅ ଆସି ନଥିଲେ ।

ଫଳରେ ବାଧ୍ୟ ହୋଇ ଝିଅ ମାନେ ମାଆକୁ ମୁଖାଗ୍ନି ଦେଇଛନ୍ତି ।

Leave A Reply

Your email address will not be published.