ଅନୁଗୋଳ: ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

suicideଅନୁଗୋଳ: କୁମଣ୍ଡ ଗ୍ରାମରେ ଏକ ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ତାଙ୍କ ମୁହଁରେ ଅନେକ କ୍ଷତ ଚିହ୍ନ ରହିଥିବା ବେଳେ,ତାଙ୍କୁ କେହି ହତ୍ୟା କରି ଝୁଲାଇ ଦେଇଥିବା ସନ୍ଦେହ ହେଉଛି। ମୃତ ଯୁବକ ଜରାସିଂହା ଗ୍ରାମର ନିହାର ସାହୁ ବୋଲି ଜଣା ପଡିଛି। ଅନୁଗୋଳ ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.