କେନାଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ହିଞ୍ଜିଳି(କେନ୍ୟୁଜ୍‌) : ହିଞ୍ଜିଳି ଥାନା ପୋଚିଲିମା ପଞ୍ଚାୟତ ସୋମପୁର ଗ୍ରାମ ନିକଟ କେନାଲ ମଧ୍ୟରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହାଇଛି। ଯୁବକଙ୍କର ମୃତ୍ୟୁର କାରଣ ଜଣା ପଡିନଥିଲେ ମଧ୍ୟ ଏହା ଦୁର୍ଘଟଣା ଜନିତ ହୋଇପାରେ ବୋଲି ପୋଲିସ ଅନୁମାନ କରୁଛି । ମୃତ ଯୁବକ ଆସିକା ଥାନା ପଢ଼ାଳ ଗ୍ରାମର ସାଗର ନାହାକ ବୋଲି ଜଣାଯାଇଛନ୍ତି । ପୋଲିସ ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.