ଆସିକା ଋଷିକୂଲ୍ୟା ନଦୀ ହିଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଆସିକା ଋଷିକୂଲ୍ୟା ନଦୀ ହିଡରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ଭଂଜନଗର ତେଲିସାହିର ପିଣ୍ଟୁ ଆଚାରୀ । ନିକଟସ୍ଥ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର ।

ଭଂଜନଗର(କେନ୍ୟୁଜ) : ଆସିକା ଋଷିକୂଲ୍ୟା ନଦୀ ହିଡରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ଭଂଜନଗର ତେଲିସାହିର ପିଣ୍ଟୁ ଆଚାରୀ । ନିକଟସ୍ଥ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ମାନସିକ ଦୁଶ୍ଚିନ୍ତାରୁ ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଆସିକା ଥାନାରେ ଲିଖିତ ଅଭିଯୋଗ କଲେ ପତ୍ନୀ । ଆସିକା ପୋଲିସର ତଦନ୍ତ ଜାରି ରହିଛି ।