କଲରାପତରିଆ ବାଘର ମୃତଦେହ ଠାବ, ଦୁଇଦିନ ତଳେ ମୃତ୍ୟୁ ହୋଇଥିବା ସନ୍ଦେହ

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳରେ କଲରାପତରିଆ ବାଘର ଗଳିତ ମୃତଦେହ ଠାବ। ହିନ୍ଦୋଳ ରେଞ୍ଜ ଦୁଦୁରକୋଟର ଗାଁ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲରେ ବାଘର ଗଳିତ ମୃତଦେହ ଠାବ। ଦୁଇଦିନ ତଳେ ବାଘର ମୃତ୍ୟୁ ହୋଇଥିବା ସନ୍ଦେହ।

ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ଅବସ୍ଥାରେ ବାଘର ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି । ଘଟଣାକୁ ନେଇ ଛାନଭିନ ଜାରି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.