କଟକ କାଳିଆବୁଦା ନିକଟରେ ମହାନଦୀକୁ ଡେଇଁଲେ ଅଧ୍ୟାପକ
କଟକ(କେନ୍ଯୁଜ୍): କଟକ କାଳିଆବୁଦା ନିକଟରେ ମହାନଦୀକୁ ଡେଇଁଲେ ଅଧ୍ୟାପକ। ଭୁବନେଶ୍ବରର ଏକ କଲେଜରେ ଲ୍ୟାବ୍ ସହକାରୀ ଭାବେ ସେ କାମ କରନ୍ତି। ସଂପୃକ୍ତ ଅଧ୍ୟାପକ ଜଣଙ୍କ ଚାଉଳିଆ ଗଞ୍ଜର ଦେବାଶିଷ ଦାସ ।
ତେବେ ଡେଇଁଥିବା ଅଧ୍ୟାପକ ଜଣଙ୍କ ବର୍ତ୍ତମାନ ନିଖୋଜ ଥିବା ସୂଚନା ମିଳିଛି।