ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ପ୍ରାଦେଶିକ ସଂଗୀତର ମାନ୍ୟତା ପାଇଁ ଦାବି

bande utkal jananiଭୁବନେଶ୍ବର : ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ପ୍ରାଦେଶିକ ସଂଗୀତର ମାନ୍ୟତା ସରକାରୀ ସ୍ତରରେ ଦିଆଯାଉ । ବିଧାନସଭାଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ଆରମ୍ଭରେ ଏହି ସଂଗୀତ ଗାନ କରାଯାଉଛି । ରାଜ୍ୟସରକାର ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ଦିଅନ୍ତୁ ବୋଲି ବିରୋଧୀ ବିଜେପି ଓ କଂଗ୍ରେସ ଦାବି କରିଛନ୍ତି । ଆମେ ଓଡ଼ିଆ ନାମକ ଏକ ସଂଗଠନ ମଧ୍ୟ ଏହି ଦାବି କରିଛି । ତେବେ ବିଜେଡି କହିଛି ରାଜ୍ୟ ସରକାର ଏହା ଉପରେ ଚିନ୍ତା କରବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.