ରାଜ୍ୟରେ ଖସିବାରେ ଲାଗିଛି ପାରଦ, ଘନ କୁହୁଡିର ଚାଦର ତଳେ ବଣାଇ ସହର

ବଣାଇ(କେନ୍ଯୁଜ୍): ରାଜ୍ୟରେ ଆରମ୍ଭ ହୋଇଯାଇଛି ଶୀତ ଲହରୀ। ଖସିବାରେ ଲାଗିଛି ପାରଦ। ବଣାଇରେ ଘନ କୁହୁଡି ସାଙ୍ଗକୁ ଶୀତ ଆରମ୍ଭ । ଲଘୁଚାପ ଜନିତ ବର୍ଷା ଛାଡିବା ପରେ ଘନ କୁହୁଡିର ଚାଦର ତଳେ ବଣାଇ ସହର ।

ଫଳରେ ରାସ୍ତା ଘାଟ ୧୦ ମିଟର ଯାଏଁ କିଛି ଦେଖାଯାଉନାହିଁ । ସକାଳୁ ସକାଳୁ ଛାତ୍ରଛାତ୍ରୀମାନେ ଟିୟୁସନ ପାଇଁ ଶୀତ ବସ୍ତ୍ର ପିନ୍ଧି ସାଇକେଲରେ ବାହାରିପଡିଛନ୍ତି । ସେହିପରି ମର୍ଣ୍ଣି ଓ୍ଵାର୍କ ପାଇଁ ମଧ୍ୟ ଲୋକେ ରାସ୍ତାଘାଟରେ ଯାହାକୁ ନେଇ ଦୁର୍ଘଟଣାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.