ଦେବୀ ମିଶ୍ରଙ୍କ ଅଭିଯୋଗ, ଓଡ଼ିଶାରେ ବନ୍ୟା ପାଇଁ ଛତିଶଗଡ଼ ଦାୟୀ

ଓଡ଼ିଶାରେ ବନ୍ୟା ପାଇଁ ଛତିଶଗଡ଼ ଦାୟୀ । ଓଡ଼ିଶାକୁ ନଜଣାଇ ଛତିଶଗଡ଼ ବନ୍ୟାଜଳ ଛାଡ଼ିଛି । ଏହା କହିଛନ୍ତି ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର । ଛତିଶଗଡ଼ର ଏପରି କାର୍ୟ୍ୟକୁ ସେ ନିନ୍ଦା କରିଛନ୍ତି । ସେ କହିଛନ୍ତି, ଯାହା ଆଶଙ୍କା ଥିଲା, ତାହା ପ୍ରମାଣିତ ହୋଇଛି । ଛତିଶଗଡ଼ ଓଡ଼ିଶାକୁ ନଜଣାଇ ବନ୍ୟାଜଳ ଛାଡ଼ିଛି । ତେଣୁ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛନ୍ତି ଦେବୀ ପ୍ରସାଦ ମିଶ୍ର ।