ଶ୍ରୀମନ୍ଦିରରେ ଅଘଟଣ: ଦର୍ଶନ ପାଇଁ ଆସିଥିବା ଭକ୍ତ ଅଚେତ, ଡାକ୍ତରଖାନାରେ ମୃତ ଘୋଷିତ

ପୁରୀ(କେନ୍ୟୁଜ୍): ଜଗା ଦର୍ଶନ ହେଲା ଶେଷ ଦର୍ଶନ । ଶ୍ରୀମନ୍ଦିରରେ ଦର୍ଶନ କରୁଥିବା ବେଳେ ବିମଳା ମନ୍ଦିରଠାରେ ଅଘଟଣ । ଛତିଶଗଡ଼ରୁ ଦର୍ଶନ ପାଇଁ ଆସିଥିବା ଭକ୍ତ ଓ୍ଵାଇ ଜି ମୂର୍ତ୍ତି ଅଚେତ ହୋଇଥିଲେ ।

ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.