କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଂଚଳରେ ଡାଇରିଆ ଆତଙ୍କ, ଦୂଷିତ ପାଣି ପିଇ ଜଣଙ୍କ ମୃତ୍ୟୁ ୨୫ ଜଣ ଆକ୍ରାନ୍ତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବୁଡାଗୁଡ଼ା ପଞ୍ଚାୟତରେ ଡାଇରିଆ ଆତଙ୍କ । ଦୂଷିତ ପାଣି ପିଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆକ୍ରାନ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗାଁର ଅଧିକାଂଶ ଲୋକ ଚୁଆ ଓ ନାଳ ପାଣି ଉପରେ ଭରସା କରୁଥିବାରୁ ଏଭଳି ଅବସ୍ଥା ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । ସେପଟେ ପ୍ରଶାସନିକ ଅଧିକାରୀ ମାନେ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.